ଲକ୍ଷ୍ମୀପୁର: ବନ୍ଧୁଗାଁ ଆଲମଣ୍ଡାରେ ଅନୁଷ୍ଠିତ ହେଲା ଭୀମ ଭୋଇ ସାମର୍ଥ୍ୟ ଶିବିର
ବନ୍ଧୁଗାଁ ବ୍ଲକର ଆଲମଣ୍ଡାଠାରେ ଦିବ୍ୟାଙ୍ଗଜନଙ୍କ ପାଇଁ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ଦିବ୍ୟାଙ୍ଗ ପ୍ରମାଣପତ୍ର ଓ ସରକାରୀ ଯୋଜନାର ସୁବିଧା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ଓ ବ୍ଲକ ପ୍ରଶାସନ ଉପସ୍ଥିତ ଥିଲେ।