ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଟୁଙ୍ଗାଧୂଆ ଗ୍ରାମରେ ଜନୈକ ମହିଳା ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ଶନିବାର ମୃତ୍ୟୁ ପରେ ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦ ପୂର୍ବକ ଶନିବାର ଅପରାହ୍ନ ଚାରିଟାରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କଲା ପୁଲିସ l ମୃତା ମହିଳା ଜଣକ ହେଉଛନ୍ତି ଟୁଙ୍ଗାଧୂଆ ଗ୍ରାମର ସହନା ବେହେରାଙ୍କ ସ୍ତ୍ରୀ ସ୍ବର୍ଣ୍ଣଲତା ବେହେରା l