#ଗାଁ_ଗାଁ_ବୁଲି_ମନଛୁଆଁ_ଗୀତଗାଇ_ଭିକମାଗୁଛନ୍ତି_ଲଲିତ
ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ବାଞ୍ଜିବାହାଲ ଗ୍ରାମ ର ଲଲିତ ନାଗ ନିଜ ପେଟ ପାଇଁ ଗାଁ ଗାଁ ବୁଲି ଲୋକଙ୍କ ମନଛୁଇଁ ଗଲା ଭଳି ସୁଦର୍ ଗୀତ ଗାଇ ଭିକ ମାଗି ନିଜ ଜୀବନ ଯାପନ କରୁଛନ୍ତି। ତାଙ୍କ ମଧୁର କଣ୍ଠ ସ୍ଵର ର ଗୀତ ଓ ଟିନା ବାଦ୍ୟ ଶୁଣି ଲୋକେ ବେଶ ପ୍ରଶଂସା କରିଛନ୍ତି ! #Swarajnews #nuapada #vairalpost #vairelvideo #facebookviral #Odisha
Kakatpur, Puri | Aug 7, 2026