ପାଟଣାଗଡ: ହରିଶଙ୍କର ଛକରୁ୧୧ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କଲା ଖପ୍ରାଖୋଳ ପୋଲିସ
ବାହାର ରାଜ୍ୟ କୁ ଦାଦନ ଖଟାଇବା ପାଇଁ ୧୧ଜଣ ଦାଦନ ଶ୍ରମିକ ଙ୍କୁ ବସ ଯୋଗେ ଲାଠୋର ଟ୍ରେନ ଷ୍ଟେସନ କୁ ଦାଦନ ସର୍ଦ୍ଦାର ନେଉଥିଲା ।କୋଣସି ସୁତ୍ର ରୁ ଖପ୍ରାଖୋଳ ପୋଲିସ ଖବର ପାଇ ବୁଧବାର ପୂର୍ବାହ୍ନରେ ହରିଶଙ୍କର ଛକରେ ବସରେ ଚଢ଼ାଉ କରି ୧୧ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିଛି ।ଦାଦନ ସର୍ଦ୍ଦାରଫେରାର ଅଛି