Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଧର୍ମଗଡ: ଧାନ ଗଦା ରେ ଲାଗିଲା ନିଆଁ, ଜଳିଲା ଚାରି ଚାଷୀଙ୍କ ଧାନ

Dharamgarh, Kalahandi | Jan 11, 2026
ଖାନାତରା ଗାଁରେ ରବିବାର ସନ୍ଧ୍ୟାରେ ଧାନ ଗଦା ରେ ନିଆଁ ଲାଗି ଗ୍ରାମର ଚୂଡ଼ାମଣି ହଂସ , ଗର୍ବ ଗଞ୍ଜନ ଗୋପାଲ,ଅଜାମ୍ବର କେତକୀ , ଚୈତନ୍ୟ ହଂସ , ୪ ଜଣ ଚାଷୀ ଙ୍କ ଧାନ ପୋଡି ଯାଇଛି। ସୂଚନା ଥାଉ କି ସେମାନେ ଆଉ କିଛି ଦିନ ପରେ ଧାନ ମଣ୍ଡି କୁ ନେବା ପାଇଁ ଏକ ଧାନ ଖଳା ରେ ଧାନ ଆଣି ବସ୍ତା ମାଧ୍ୟମରେ ଗଛିତ ରଖିଥିଲେ। ଆଜି ସନ୍ଧ୍ୟା ସମୟରେ ସେହି ଧାନ ଗଦା ରେ ଅଚାନକ କୌଣସି ପ୍ରକାରରେ ନିଆଁ ଲାଗି ଜଳି ଯାଇଥିଲା।

MORE NEWS

ଧର୍ମଗଡ: ଧାନ ଗଦା ରେ ଲାଗିଲା ନିଆଁ, ଜଳିଲା ଚାରି ଚାଷୀଙ୍କ ଧାନ - Dharamgarh News