ସୋର: ଛାତ୍ର ସଂସଦ ନିର୍ବାଚନରେ ବିଜୟୀଙ୍କୁ ସମ୍ବର୍ଦ୍ଧନା ଦେଲେ ବିଧାୟକ ମାଧବ ଧଡା
Soro, Balasore | Oct 18, 2026 ସୋର ଠାରେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ବିଜୁ ଛାତ୍ର ଜନତା ଦଳର ପ୍ରତିନିଧିମାନଙ୍କୁ ବିଧାୟକ ମାଧବ ଧଡା ସମ୍ବର୍ଦ୍ଧନା ଜଣାଇଛନ୍ତି। ବିଭିନ୍ନ ମହାବିଦ୍ୟାଳୟର ବିଜୟୀ ପ୍ରତିନିଧିଙ୍କ ସମେତ ରମାଦେବୀ ବିଶ୍ୱବିଦ୍ୟାଳୟର ଉପ ସଭାପତି ସାଇ ଅର୍ପିତା ମହାପାତ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।