କୋଟପାଡ: କୋଟପାଡ଼ ରାବଣ ପୋଡ଼ିରେ ବାଣ ପଡ଼ି ଶିଶୁ ଆହତ, ଡାକ୍ତରଖାନାରେ ପହଞ୍ଚିଲେ ବିଧାୟକ ରୂପୁ ଭତ୍ରା
Kotpad, Koraput | Oct 21, 2026 କୋଟପାଡ଼ରେ ରାବଣ ପୋଡ଼ି ଦେଖିବା ବେଳେ ବାଣ ପଡ଼ି ଜଣେ ଶିଶୁ ଆହତ ହୋଇଛନ୍ତି। ଖବର ପାଇ ବିଧାୟକ ରୂପୁ ଭତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କଠାରୁ ତଥ୍ୟ ନେଇଛନ୍ତି।