ସୁକିନ୍ଦା: ଧର୍ମଶାଳାରେ ସ୍ୱର୍ଗତ ଚଗଲା ବେହେରାଙ୍କ ଏକାଦଶାହ କ୍ରିୟାରେ ଯୋଗଦେଲେ ଦଳୀୟ ନେତୃବୃନ୍ଦ
ଧର୍ମଶାଳା ବ୍ଲକ ଭବାନିପୁର ପଞ୍ଚାୟତର ସ୍ୱର୍ଗତ ଚଗଲା ବେହେରାଙ୍କ ଏକାଦଶାହ କ୍ରିୟାରେ ଯୋଗଦେଲେ ଦଳୀୟ ନେତୃବୃନ୍ଦ। ବିଧାୟକଙ୍କ ନିର୍ଦ୍ଦେଶରେ ଯୁବ ସଂଗଠକ ରାଜେଶ କୁମାର ପାଲ ଓ ମଣ୍ଡଳ ସଭାପତି ଦେବଦତ୍ତ ପଣ୍ଡା ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପରିବାରକୁ ସମବେଦନା ଜଣାଇଛନ୍ତି।