କାମାକ୍ଷାନଗର: କାମାକ୍ଷାନଗର ଥାନା ବାଲିପଡା ଗାଁରେ ବୁଧବାର ୧୨ଟାରେ ବିଦ୍ୟୁତ ଆଘାତରେ ଜଣେ ମୃତ
କାମାକ୍ଷାନଗର ଥାନା ବାଲିପଡା ଗାଁରେ ବୁଧବାର ୧୨ଟାରେ ବିଦ୍ୟୁତ ଆଘାତରେ ଜଣେ ମୃତ ।ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡା ଗାଁରେ ଘଟିଲା ଅଘଟଣ ,ଗାଁର ପୁଷ୍ପାଳତା ବେହେରାଙ୍କୁ ବିଦ୍ୟୁତ କରେଣ୍ଟ ଲାଗିବାରୁ ପରିବାର ଲୋକେ କାମାକ୍ଷାନଗର ମେଡ଼ିକାଲ ଆଣିଥିବା ବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ।ପୋଲିସ ଏହା ଉପରେ କରୁଛି ତଦନ୍ତ ।