ସୋରରୁ ଚାଇନା ସଂଯୋଗ: ସାଇବର ଠକେଇ ମାମଲାରେ ଇଞ୍ଜିନିୟର ଓ ଦମ୍ପତ୍ତି ଗିରଫ
Baleshwar, Balasore | Oct 19, 2026
ସୋରରୁ ଚାଇନା ପର୍ଯ୍ୟନ୍ତ ଲମ୍ବିଛି ସାଇବର ଠକେଇର ନେଟୱାର୍କ। ମ୍ୟୁଲ ଆକାଉଣ୍ଟ ଜରିଆରେ ୨ କୋଟି ଟଙ୍କା ଠକେଇ ଯୋଜନା ବେଳେ ଇଞ୍ଜିନିୟର ହରିନାଥ କେ ଓ ଯାଜପୁରର ଏକ ଦମ୍ପତ୍ତିଙ୍କୁ ଗିରଫ କଲା ବାଲେଶ୍ଵର ପୋଲିସ। ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ରହିଛି ମାମଲା।