କେନ୍ଦ୍ରାପଡା: ଅନ୍ତେଇ ବାଲିଘାଇରେ ମହାଷ୍ଟମୀ ପୂଜା: ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ବାଲିଘାଇ ଗ୍ରାମରେ ମହାଷ୍ଟମୀ ପୂଜା ଅନୁଷ୍ଠିତ। ପୂଜା ଉତ୍ସବରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ। ଅଞ୍ଚଳବାସୀଙ୍କ ପାଇଁ କଲେ ମଙ୍ଗଳ କାମନା।