Public App Logo
Jansamasya
News
���ुलिस
Bjp
National
Bihar
India
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Uttarpradesh
���ादी
Crimenews
Aap

ଛତ୍ରପୁର: ବ୍ରହ୍ମପୁର ସହରରେ ମିଶିବ ଆଖପାଖ ଅଞ୍ଚଳର ବହୁ ପଞ୍ଚାୟତ, ପ୍ରତିକ୍ରିୟା ରଖିଲେ ୭ ନମ୍ବର ଓ୍ବାର୍ଡ କର୍ପୋରେଟର

Chhatrapur, Ganjam | Nov 21, 2025
ବ୍ରହ୍ମପୁର ସହରରେ ଆଖପାଖ ଅଞ୍ଚଳର ବହୁ ପଞ୍ଚାୟତ ମିଶିବ। ଏନେଇ ଚୂଡାନ୍ତ ନିଷ୍ପତି ନିଆଯାଇଛି। ଏଥି ସହିତ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ଓ୍ବାର୍ଡର ହିତାଧିକାରୀ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ମଧ୍ୟ ଖୁବ୍ ଶୀଘ୍ର ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଛି। ଶୁକ୍ରବାର ଅପରାହ୍ନରେ ବିଇଏମସି ସମ୍ମିଳନୀ କକ୍ଷରେ ପ୍ରତିକ୍ରିୟା ରଖିଛନ୍ତି ୭ ନମ୍ବର ଓ୍ବାର୍ଡ କର୍ପୋରେଟର ପି କିଶୋର।