ଆଜି ଫେବୃଆରି 13 ତାରିଖ ଶୁକ୍ରବାର ରାତି 9 ଟା ପାଖାପାଖି ସମୟରେ ସମ୍ପୃକ୍ତ ବ୍ୟକ୍ତି ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ - ଶଙ୍କର ଲାଲ ଅଗ୍ରୱାଲା ଓ ତାଙ୍କ ଘର ରିଜେଣ୍ଟ ମାର୍କେଟ। ତେବେ ତାଙ୍କ ଅଭିଯୋଗ କ୍ରମେ ଟାଉନ ପୋଲିସ ଟାଉନ ଥାନା କେଶ ନମ୍ବର - 74 ରେ ଏକ ମାମଲା ରୁଜ୍ଜୁ କରି ଦଫା 318( 4)/66(D) IT Act ରେ ତଦନ୍ତ ଆରମ୍ଭ କରିଛି। ତେବେ ଅଭିଯୋଗ କାରୀ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ବ୍ୟାଙ୍କ ଦ୍ୱାରା ଟଙ୍କା ପଠାଇଥିବା ରସିଦ ଧରି ଥାନାରେ ହାଜର ହୋଇଛନ୍ତି। ତେବେ ସେ ଗତ ବର୍ଷ ଜୁଲାଇ ମାସ 11 ତାରିଖରୁ ଏହି ସାଇବର ଠକଙ୍କ ଶ