ଘସିପୁରା: ଟୋଲଙ୍କପଡ଼ା କୁଶେର ନଦୀ କୂଳରେ ମାଟି ଉତ୍ତୋଳନକୁ ନେଇ ଉତ୍ତେଜନା ଘଟଣାରେ ପରିଦର୍ଶନ କଲେ ଅତିରିକ୍ତ ତହସିଲଦାର
ରାସ୍ତାକାମ ପାଇଁ ବେଆଇନ୍ ଭାବେ ନଦୀ ପଠାରୁ ମାଟି ମେସିନ୍ ଲଗାଇ ମାଟି ଖୋଳିନେବା ଘଟଣାକୁ ନେଇ ଉତ୍ତେଜନା ଘଟଣା। ଖବର ପାଇ ଅତିରିକ୍ତ ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।ା