କେନ୍ଦ୍ରାପଡା: ମାର୍ଶାଘାଇ ମହାବିଦ୍ୟାଳୟ ଛାତ୍ର ସଂସଦ ପ୍ରତିନିଧିଙ୍କୁ ଭେଟିଲେ ବିଧାୟକ ଡ଼କ୍ଟର ଦୁର୍ଗା ପ୍ରସନ ନାୟକ
ମାର୍ଶାଘାଇ ମହାବିଦ୍ୟାଳୟର ନବ ନିର୍ବାଚିତ ଛାତ୍ର ପ୍ରତିନିଧିମାନେ ମହାକାଳପଡ଼ା ବିଧାୟକ ଡ଼କ୍ଟର ଦୁର୍ଗା ପ୍ରସନ ନାୟକଙ୍କୁ ସାକ୍ଷାତ୍ କରିଛନ୍ତି। ଏହି ସମୟରେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିବା ବେଳେ ଶୀଘ୍ର ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ।