ଚମ୍ପୁଆ: ବାମେବାରୀ ଥାନା କାଳିଆପାଳ ଜଂଗଲରେ ଅଜଣା ବ୍ୟକ୍ତି କଂ ଗଳିତ ମୣତଦେହ ଉଦ୍ଧାର କରାଯାଇଛି
ଚମ୍ପୁଆ ଉପଖଣ୍ଡ ବାମେବାରୀ ଥାନା କାଳିଆପାଳ ଗାଁ ର ଜଂଗଲରୁ ଅଜଣା ବ୍ୟକ୍ତି କଂ ଗଳିତ ମୣତଦେହ ଉଦ୍ଧାର କରାଯାଇଛି ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ଘଟଣା ର ତଦନ୍ତ ଆରମ୍ଭ କରିବା ସହ ତିନିଟା ରେ ମୣତଦେହ ବିବେଛ୍ଛେଦ ପାଇଁ ପଠାଇଛି