ପୁରୀ: ପୁରୀରେ ମଠ ଉନ୍ନତିକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
Puri, Puri | Oct 4, 2026
ପୁରୀ ଶ୍ରୀଜଗନ୍ନାଥ ଧାମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀର ବିଭିନ୍ନ ମଠର ଉନ୍ନତିକରଣ ଓ ସଂରକ୍ଷଣ ସମ୍ପର୍କରେ ପୂଜ୍ୟ ମହନ୍ତମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ମନ୍ତ୍ରୀ, ସାଂସଦ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।