Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ସୁକିନ୍ଦା: ଦାନଗଦି ଅଞ୍ଚଳରୁ ଦୁଇ ଜଣ ଶିଶୁ ଶ୍ରମିକ ଉଦ୍ଧାର

Sukinda, Jajpur | Dec 2, 2025
ଜିଲ୍ଲା ଶ୍ରମ ବିଭାଗ ତରଫରୁ ସହକାରୀ ଶ୍ରମ ଅଧିକାରୀ ରଚନା ସେଠି ଓ ଦେବାଶିଷ ଜେନା ସ୍ଥାନୀୟ ପୋଲିସ ସହାୟତାରେ ଦାନଗଦି ବ୍ଲକ ସ୍ଥିତ ମିଲିଟାରୀ ଛକରେ ଥିବା ଚନ୍ଦନ ହୋଟେଲରୁ 2 ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିବା ମଙ୍ଗଳାବର ଅପରାହ୍ନ 4 ଘଟିକା ସମୟରେ ଦେଖିବାକୁ ମିଳିଛି । ଜିଲ୍ଲା ଶ୍ରମ ବିଭାଗ ତରଫରୁ ସହକାରୀ ଶ୍ରମ ଅଧିକାରୀ ମାନେ ସମ୍ପୃକ୍ତ ମାଲିକ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି l ଖୁବ ଶୀଘ୍ର ସମ୍ପୃକ୍ତ ମାଲିକ ମାନଙ୍କ ବିରୁଦ୍ଧରେ ମାନ୍ୟବର କୋର୍ଟରେ କେସ କରାଯିବ ବୋଲି ଜିଲ୍ଲା ଶ୍ରମ ବିଭାଗ ତରଫରୁ ସୂଚନା ମିଳିଛି l
ସୁକିନ୍ଦା: ଦାନଗଦି ଅଞ୍ଚଳରୁ ଦୁଇ ଜଣ ଶିଶୁ ଶ୍ରମିକ ଉଦ୍ଧାର - Sukinda News