ଶନିବାର ଦିନ ବୌଦ୍ଧ ସହର କୋର୍ଟ ଛକ ନିକଟରେ ଥିବା ଡ. ଭିମରାଓ ଆମ୍ବେଦକରଙ୍କ 69 ତମ ପରିନିର୍ବାଣ ଦିବସ ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ପାଳିତ ହୋଇ ଯାଇଛି l ପାଣ-ଗଣ୍ଡା ସମାଜ ବିକାଶ ପରିଷଦର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଡାଙ୍ଗଙ୍କ ନେତୃତ୍ବରେ କର୍ମକର୍ତ୍ତା ଓ ସଦସ୍ୟ ମାନେ ଯୋଗଦେଇ ପ୍ରତିମୁର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ |