ପଟ୍ଟାଙ୍ଗୀ: ପଟାଙ୍ଗି ୨୬ ନଂ ଜାତୀୟ ରାଜପଥରେ ଗାତ ଯୋଗୁଁ ଦୁର୍ଘଟଣା
ପଟାଙ୍ଗି ବ୍ଲକ୍ ବଡ଼ଚେମା ନିକଟ ୨୬ ନଂ ଜାତୀୟ ରାଜପଥରେ ରାସ୍ତା ଉପରେ ଥିବା ଗାତ ଯୋଗୁଁ ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ତୁରନ୍ତ ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।