ସୋର: ବାଲେଶ୍ୱର ସୋର NH-16ରେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନର 12 ଘଣ୍ଟିଆ ବନ୍ଦ
Soro, Balasore | Sep 30, 2026 ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳର NH-16ରେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ 12 ଘଣ୍ଟିଆ ବନ୍ଦ ଡାକରା। ବହି ବିଭ୍ରାଟକୁ ନେଇ ରାଜପଥରେ ଅଖ ଚକ ବନ୍ଦ। ଶହ ଶହ ଗାଡ଼ି ଅଟକି ରହିଥିବାରୁ ଯାତ୍ରୀ ଓ ଗାଡ଼ି ଚାଳକ ହଇରାଣ।