ପରଜଙ୍ଗ: ବଅଁରପାଳ ଠାରେ ରାସ୍ତା ଉପରେ ଓଲଟିଲା ଆଇରନ ବୋଝେଇ ଟ୍ରକ ଚାଳକ ଗୁରୁତର
ବଅଁରପାଳ ଠାରେ ରାସ୍ତା ଉପରେ ଓଲଟିଲା ଆଇରନ ବୋଝେଇ ଟ୍ରକ ଚାଳକ ଗୁରୁତର ପରଜଙ୍ଗ ଥାନା ୧୪୯ ନଂ ଜାତୀୟ ରାଜପଥର ବଅଁରପାଳ ଗାଁ ନିକଟରେ ଶନିବାର ଅପରାହ୍ନ ୪ଟାରେ ରାସ୍ତା ଉପରେ ଏକ ୧୮ ଚକିଆ ଆଇରନ ବୋଝେଇ ଟ୍ରକ ଓଲଟି ଜଣେ ଡ୍ରାଇଭର ଗୁରୁତର ହୋଇଛନ୍ତି। ଗୁରୁତର ଡ୍ରାଇଭର ଜଣଙ୍କ ଝାଡାଖଣ୍ଡର ରୋହିତ ରାୱତ।ତେବେ ରୋହିତ ଟ୍ରକରେ କେନ୍ଦୁଝର ବଡ଼ବିଲରୁ ଆଇରନ ନେଇ ଢେଙ୍କାନାଳ ଯାଉଥିବା ବେଳେ ଅସାବଧାନତା କାରଣରୁ ଜାତୀୟ ରାଜପଥ ଉପରେ ଟ୍ରକଟି ଓଲଟି ପଡିଥିଲା। ଏବଂ ସେ ଟ୍ରକ ଭିତରେ ପ୍ରାୟ ଏକ ଘଣ୍ଟା ଧରି ଚାପି ହୋଇ ରହିଥିଲେ। ତାଙ୍କୁ ପରଜଙ୍ଗ ଅଗ୍ନିଶମ କର୍ମଚାରୀ ମାନେ କଟର ମେସିନ ମାଧ୍ୟମର