ହିନ୍ଦୋଳ: ଢେଙ୍କାନାଳ ବସଷ୍ଟାଣ୍ଡ ନିକଟରେ ଟ୍ରାଫିକ ସମସ୍ୟା: ବ୍ୟବହାର କରନ୍ତୁ ବିକଳ୍ପ ରାସ୍ତା
ଢେଙ୍କାନାଳ ବସଷ୍ଟାଣ୍ଡ ନିକଟରେ ରାସ୍ତା କାମ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଯାତ୍ରୀମାନେ ଅସୁବିଧାରୁ ବର୍ତ୍ତିବା ପାଇଁ ଗୁଡ଼ିଆନାଳୀ କିମ୍ବା ବି.ବି.ହାଇସ୍କୁଲ-ଅମଲାପଡ଼ା ରାସ୍ତା ଦେଇ ଯିବାକୁ ପରାମର୍ଶ ଦିଆଯାଇଛି।