Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

କଟକ ପୌରାଞ୍ଚଳ: କଟକ ରେଳଷ୍ଟେସନ ପରିସରରୁ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଜରାଶ୍ରମରେ ଛାଡିଲା ରେଳବାଇ ପୋଲିସ

ଜଣେ ବୃଦ୍ଧ କଟକ ରେଳଷ୍ଟେସନ ପରିସରରେ ଅସହାୟ ଭାବେ ବୁଲୁଥିଲେ, ଏହା ଦେଖି ରେଳବାଇ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା, ତାଙ୍କୁ ପଚରା ଉଚୁରା କରିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳୀ ଅଞ୍ଚଳରେ ଜଣା ପଡ଼ିଥିଲା। ତାଙ୍କୁ ବେଣ୍ଟକାର ଜରାଶ୍ରମ ରେ ଛଡ଼ା ଯାଇଥିବା ରେଳବାଇ ପୋଲିସ ଗୁରୁବାର ରାତି ୯ଟାରେ ସୂଚନା ଦେଇଛି।

MORE NEWS

ଏହି କମ୍ପାନିର କୈାଣସି ପ୍ରଡକ୍ଟ କିଣୁଥିଲେ ସାବଧାନ ହୋଇଯାଆନ୍ତୁ । ଏହି କମ୍ପାନିର ପ୍ରଡକ୍ଟ ଯିଏ କିଣିଛି ସିଏ ଭଲରେ ନାମ ନେଇଛି । ଜଣେ କଷ୍ଟମର ଅଭିଯୋଗ ଅନୁଯାୟୀ ଆମେ ଏହି ନ୍ୟୁଜ କରୁଛୁ । ଆପଣଙ୍କୁ କୈାଣସି ୱାରେଣ୍ଟି ଠିକ ଭାବରେ ମିଳିପାରିବ ନାହିଁ । ପ୍ରଡକ୍ଟ ଅତି ନିମ୍ନ ମାନର ...
ସାବଧାନ୍ ହୁଅନ୍ତୁ ସତର୍କ ରୁହନ୍ତୁ
#havells #lloyd #exclusivenews

ଏହି କମ୍ପାନିର କୈାଣସି ପ୍ରଡକ୍ଟ କିଣୁଥିଲେ ସାବଧାନ ହୋଇଯାଆନ୍ତୁ । ଏହି କମ୍ପାନିର ପ୍ରଡକ୍ଟ ଯିଏ କିଣିଛି ସିଏ ଭଲରେ ନାମ ନେଇଛି । ଜଣେ କଷ୍ଟମର ଅଭିଯୋଗ ଅନୁଯାୟୀ ଆମେ ଏହି ନ୍ୟୁଜ କରୁଛୁ । ଆପଣଙ୍କୁ କୈାଣସି ୱାରେଣ୍ଟି ଠିକ ଭାବରେ ମିଳିପାରିବ ନାହିଁ । ପ୍ରଡକ୍ଟ ଅତି ନିମ୍ନ ମାନର ... ସାବଧାନ୍ ହୁଅନ୍ତୁ ସତର୍କ ରୁହନ୍ତୁ #havells #lloyd #exclusivenews

Cuttack M Corp PS, Cuttack | Jul 26, 2026

Cuttack M Corp PS, Cuttack | Jul 15, 2026

ପିଡିତା କୁନି ଓ ପରିବାର ସହ ଆଇ.ଆଇ.ସି ଓ ତାଙ୍କ ସ୍ତ୍ରୀଙ୍କ କଥାବାର୍ତ୍ତା, ନ୍ୟାୟ ଦେବାକୁ ପ୍ରତିଶୃତି ଦେଇ ବାନ୍ଧି ଜେଲ ପଠାଇଲେ । ଜେଲ ଯିବା ପୁର୍ବର ଫୋନ ରେକର୍ଡ । ଆଇ.ଆଇ.ସି ଓ ତାଙ୍କ ସ୍ତ୍ରୀ କୁନିକୁ କାହିଁକି ଡରୁଛନ୍ତି । ଆ.ଆଇ.ସିଙ୍କ ସ୍ତ୍ରୀ ନିଜେ କହୁଛନ୍ତି ମତେ ବିଷ ଟିକେ ଦେଇଦେବ !  SDPO ହିଁ ଏମିତି କରିଥିଲେ ....
#exclusivenews #swabhimaniodia  #viralaudio

ପିଡିତା କୁନି ଓ ପରିବାର ସହ ଆଇ.ଆଇ.ସି ଓ ତାଙ୍କ ସ୍ତ୍ରୀଙ୍କ କଥାବାର୍ତ୍ତା, ନ୍ୟାୟ ଦେବାକୁ ପ୍ରତିଶୃତି ଦେଇ ବାନ୍ଧି ଜେଲ ପଠାଇଲେ । ଜେଲ ଯିବା ପୁର୍ବର ଫୋନ ରେକର୍ଡ । ଆଇ.ଆଇ.ସି ଓ ତାଙ୍କ ସ୍ତ୍ରୀ କୁନିକୁ କାହିଁକି ଡରୁଛନ୍ତି । ଆ.ଆଇ.ସିଙ୍କ ସ୍ତ୍ରୀ ନିଜେ କହୁଛନ୍ତି ମତେ ବିଷ ଟିକେ ଦେଇଦେବ ! SDPO ହିଁ ଏମିତି କରିଥିଲେ .... #exclusivenews #swabhimaniodia #viralaudio

Cuttack M Corp PS, Cuttack | Jun 16, 2026