ପାଟଣାଗଡ: ଗଡ଼ଭିତର ରେ ମା ପାଟଣେଶ୍ବରୀ ଙ୍କ ଷୋହଳ ପୂଜା ଆରମ୍ଭ ଏବଂ ପୁଅ ଜୀଉନ୍ତା ଅନୁଷ୍ଠିତ
ମୂଳା ଅଷ୍ଟମୀ ତିଥିରର ପାଟଣାଗଡ଼ ର ଇଷ୍ଟ ଦେବୀ ମା ପାଟଣେଶ୍ବରୀ ଙ୍କ ଷୋହଳ ପୂଜା ଆରମ୍ଭ ହୋଇଛି ।ଏଥିପାଇଁ ରବିବାର ଗଡ଼ଭିତର ର ମନ୍ଦିର ରେ ବିଶେଷ ପୂଜାର୍ଚ୍ଚନା କରାଯାଇଛି ।ରାତିରେ ଖଣ୍ତା ପୂଜା ଅନୁଷ୍ଠିତ ହେବ ।ସେହି ପରି ରାତି ରେ ଗଡ଼ଭିତର ସମେତ ପୂରପଲ୍ଳୀ ରେ ପୁଅ ଜୀଉନ୍ତା ଓଷା ଅନୁଷ୍ଠିତ ହୋଇଛି ।