କାମାକ୍ଷାନଗର: କଙ୍କଡାହାଡ଼ ଥାନା ଅଞ୍ଚଳରେ ନାବାଳିକା ଝିଅକୁ ଅନ୍ତସତ୍ତ୍ଵା ଘଟଣା ଅଭିଯୁକ୍ତ ବାପାକୁ ମଙ୍ଗଳବାର ୩ଟାରେ କୋର୍ଟ ଚାଲାଣ କଲା ପୋଲିସ
କଙ୍କଡାହାଡ଼ ଥାନା ଅଞ୍ଚଳରେ ନାବାଳିକା ଝିଅକୁ ଅନ୍ତସତ୍ତ୍ଵା ଘଟଣା ଅଭିଯୁକ୍ତ ବାପାକୁ ମଙ୍ଗଳବାର ୩ଟାରେ କୋର୍ଟ ଚାଲାଣ କଲା ପୋଲିସ ।ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅଞ୍ଚଳରେ ଜଣେ ନାବାଳିକା ଝିଅକୁ ନିଜର ବାପା ଅନ୍ତସତ୍ତ୍ଵା କରିବା ଥାନାରେ ଅଭିଯୋଗ ହେଲାପରେ ପୋଲିସ ପକ୍ଷରୁ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ମଙ୍ଗଳବାର କାମାକ୍ଷାନଗର ମେଡ଼ିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି ।