ବିଞ୍ଝାରପୁର: ବିଞ୍ଝାରପୁର ଥାନା ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ,ବୃକ୍ଷରୋପଣ ନେଇ ସୂଚନା ଦେଲେ ପୋଲିସ ଡିଏସପି
ବିଞ୍ଝାରପୁର ଥାନା ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ,ବୃକ୍ଷରୋପଣ ନେଇ ସୂଚନା ଦେଲେ ପୋଲିସ ଡିଏସପି | ଥାନା ଅଧିକାରୀ ରଞ୍ଜନ ମଲ୍ଲିକ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ DSP ବାମଦେବ ନନ୍ଦ ଯୋଗ ଦେଇ ଥାନା ପରିସର ଓ ନଦୀବନ୍ଦ ପାର୍ଶ୍ୱ ଅଞ୍ଚଳରେ ଶତାଧିକ ଚାରା ରୋପଣ କରାଯାଇଥିଲା | ମଣିଷର ପ୍ରକୃତ ବନ୍ଧୁ ବୃକ୍ଷ ଏହାକୁ ଆଦରରେ ପାଳନ କରିବାକୁ DSP ବାମଦେବ ନନ୍ଦ ଆହ୍ୱାନ ଦେଇଥିଲେ |