ମାର୍ଶାଘାଇ: ମାର୍ଶାଘାଇ ଅଙ୍ଗୁଳାଇ ପଞ୍ଚାୟତରେ ବିଧାୟକଙ୍କ ଗସ୍ତ, ସମସ୍ୟା ଶୁଣି ଦେଲେ ପ୍ରତିଶ୍ରୁତି
ମହାକାଳପଡ଼ା ବିଧାୟକ ମାର୍ଶାଘାଇ ବ୍ଲକର ଅଙ୍ଗୁଳାଇ ପଞ୍ଚାୟତ ଗସ୍ତ କରି ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ସରକାରୀ ଯୋଜନା ସମ୍ପର୍କରେ ମଧ୍ୟ ସେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି।