Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଯାଜପୁର: ମୁଣ୍ଡମାଳ ଗାଁ ସ୍ଥିତ ବାସଭବନରେ ବରିଷ୍ଠ ଶିକ୍ଷାବିତ୍ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ,ଯୋଗଦେଲେ ବିଧାୟକଙ୍କ ସମେତ ଅନେକ ଶିକ୍ଷାବିତ୍

Jajapur, Jajpur | Sep 15, 2025
ମୁଣ୍ଡମାଳ ଗାଁ ସ୍ଥିତ ବାସଭବନରେ ବରିଷ୍ଠ ଶିକ୍ଷାବିତ୍ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ,ଯୋଗଦେଲେ ବିଧାୟକଙ୍କ ସମେତ ଅନେକ ଶିକ୍ଷାବିତ୍ l ଆଜି ହେଉଛି ଜିଲ୍ଲାର ବରିଷ୍ଠ ଶିକ୍ଷାବିତ୍ ଯଥା ସିପିଆଇଏମ ନେତା ସ୍ବର୍ଗତ ଆଶିଷ ରାୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ l ଏହି ଉତ୍ସବରେ ଆଜି କୋରେଇ ବିଧାୟକ ଆକାଶ ଦାସନାୟକ ଯୋଗଦେଇ ଶ୍ରୀ ରାୟଙ୍କ ଫଟଚିତ୍ର ରେ ପୁଷ୍ପ ଦେଇ ତାଙ୍କ ନୀତି ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଉତ୍ସବରେ ଜିଲ୍ଲାର ଅନେକ ଶିକ୍ଷାବିତ୍, ସାହିତ୍ୟିକ, ବୃଦ୍ଧିଜୀବି ଓ ସିପିଆଇଏମ ନେତା ଯୋଗଦେଇଥିଲେ l

MORE NEWS