ଗୋପାଳପୁର: ବ୍ରହ୍ମପୁର ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଦାବି ରଖିଲା ବରିଷ୍ଠ ନାଗରିକ ମଞ୍ଚ
ବ୍ରହ୍ମପୁର ରେଳ ଷ୍ଟେସନରେ ରାତ୍ରିକାଳୀନ ଯାତ୍ରୀଙ୍କ ସୁରକ୍ଷା ଓ ଅସାମାଜିକଙ୍କ ଉପଦ୍ରବ ରୋକିବାକୁ ନେଇ ବରିଷ୍ଠ ନାଗରିକ ମଞ୍ଚର ଜିଆରପି ଓ ଆରପିଏଫ ସହ ଆଲୋଚନା। ସୁରକ୍ଷା କାନ୍ଥ ଓ ଆଶ୍ରୟ ସ୍ଥଳ ପାଇଁ ଡିଆରଏମଙ୍କ ନିକଟରେ ଦାବି କରିବାକୁ ନିଷ୍ପତ୍ତି।