ତଲସରା: ସିଏଲଏଫ ବଦଳକୁ ବିରୋଧ ବ୍ଳକ କାର୍ଯ୍ୟାଳୟ ରେ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମହିଳା ଗୋଷ୍ଠୀ ସଦସ୍ୟା
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ୧୫ ଗ୍ରାମ ପଞ୍ଚାୟତର ସିଏଲଏଫ,ବିଏଲଏଫ, ଏବଂ ଜିପିଏଲଏଫ ସଭ୍ୟା ଶକ୍ତିରୁପା ଫେଡେରେସନ ର ବ୍ଳକ ସଭାନେତ୍ରୀ ଯାଜ୍ଞସେନୀ ସରପଟିଆ,ବିଏଲଏଫ କାର୍ଯ୍ୟକର୍ତ୍ତା ପ୍ରମିଳା ରାଉତ,ରାଜପ୍ୟାରୀ ବେହେରା ପ୍ରମୁଖ ବହୁ ମହିଳା ଗୋଷ୍ଠୀ ସଦସ୍ୟା ଆଜି ବଡ଼ଗାଁ ବିଡ଼ିଓ ପୁର୍ଣ୍ଣଚନ୍ଦ୍ର ଭୋଇ ଙ୍କୁ ସାକ୍ଷାତ କରି ସିଏଲଏଫ ବଦଳ କୁ ବିରୋଧ କରି ଦାବିପତ୍ର ପ୍ରଦାନ କରିଛନ୍ତି।