Public App Logo
Jansamasya
News
पुलिस
Bjp
National
Police
Bihar
बिहार
कांग्रेस
मौत
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी

ଦେବଗଡ: ବିପ୍ରବୁରୁବାହାଳ ଅଞ୍ଚଳରେ ୨୧ ଟିକିଆ ହାତୀ ପଲ ଉପଦ୍ରବ

ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ବିପ୍ରବୁରୁବାହାଳ ଅଞ୍ଚଳରେ ରବିବାର ୨୧ ଟିକିଆ ହାତୀ ପଲ ଉପଦ୍ରବ ଦେଖାଦେଇଛି। ଉକ୍ତ ହାତୀ ପଲରେ 10 ଟି ଦନ୍ତାହାତୀ, 6 ଟି ମାଈ ହାତୀ ଏବଂ 5 ଟି ହାତୀ ଶାବକ ରହିଥିବା ଜଣାପଡ଼ିଛି। ରବିବାର ରାତି 12 ଟାରେ ଏନେଇ ବନବିଭାଗ ଠାରୁ ସୂଚନା ମିଳିଛି। ହାତୀ ଉପଦ୍ରବ ଯୋଗୁଁ ଉକ୍ତ ଅଞ୍ଚଳରେ ଧାନ ଫସଲ କ୍ଷୟକ୍ଷତି ହେଉଥିବା ଜଣାପଡିଛି। ହାତୀ ଥିବା ଅଞ୍ଚଳରେ ବନ ବିଭାଗ କର୍ମଚାରୀ ପଇଁତରା ମାରିବା ସହିତ ହାତୀ ଘଉଡାଇବାକୁ ଚେଷ୍ଟା କରୁଥିବା ଜଣାପଡିଛି।

MORE NEWS