କଟକ ପୌରାଞ୍ଚଳ: କଟକ: ତେଲୁଗୁ ସାହିର ଷୋଳପୁଆ ମା’ ଘଟପୂଜାରେ ସାମିଲ ହେଲେ ସାଂସଦ ଦେବାଶିଷ ସାମନ୍ତରାୟ
କଟକର ବିଭିନ୍ନ ତେଲୁଗୁ ସାହିରେ ଚାଲିଥିବା ଷୋଳପୁଆ ମା’ ଘଟପୂଜାରେ ଯୋଗଦେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓ ଯୁବ ସମାଜସେବୀ ଡାକ୍ତର ରଞ୍ଜନ ବିଶ୍ୱାଳ। ସେମାନେ ମା’ଙ୍କ ଆଶୀର୍ବାଦ ନେବା ସହ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି।