ଆଜି ଅକ୍ଟୋବର 27 ତାରିଖ ସୋମବାର ଅପରାହ୍ନ 4:30 ରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଚାଲିଥିଲା ଜିଲ୍ଲା ପୋଲିସ ଦ୍ବାରା ସାଇବର ସଚେତନତା କ୍ୟାମ୍ପେନ। ସଚେତନ ହୋଇଛନ୍ତି , ସଧାରଣ ଜନତା , ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ , ପାଠୁଆ ପଢୁଆ ସ୍ମାର୍ଟ ବର୍ଗ , ସାଇବର ଦୁନିଆର ବୋକା ମାନେ। ବର୍ତ୍ତମାନ ସାରା ଦେଶରେ ସାଇବର ଅପରାଧ ବଢ଼ି ବଢ଼ି ଚାଳିଛି। ପ୍ରତ୍ୟେକ ଦିନ ସାଇବର ଅପରାଧୀ ମାନେ ନୂଆ ନୂଆ କୌଶଳ ପ୍ରୟୋଗ କରି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପୁଞ୍ଜିପତି ମାନଙ୍କୁ ଆର୍ଥିକ କ୍ଷତି ପହଞ୍ଚାଉଛନ୍ତି । ସେଥିପାଇଁ ସାରା ଦେଶ ଓ ଓଡ଼ିଶା ରାଜ୍ୟରେ ଏ ନେଇ ସାଇବର ସଚେତନତା ମାସ ପାଳିତ