ଛତ୍ରପୁର: ଓଡ଼ିଶା ଉପକୂଳରୁ ଚିହ୍ନଟ ହେଲା ନୂଆ ପ୍ରଜାତିର ମାଛ, ଜାଣନ୍ତୁ ଏହାର ବିଶେଷତ୍ବ
ଗୋପାଳପୁର ZSI ଦ୍ୱାରା ନୂତନ ପ୍ରଜାତିର 'ବାଥିମାଇରସ ପରପ୍ଲେକସସ' ମାଛ ଚିହ୍ନଟ। ଦୁଇ ହଜାର ଏକୋଇଶରୁ ଦୁଇ ହଜାର ପଚିଶ ମଧ୍ୟରେ ଏହି ପ୍ରଜାତିର ୩୨ଟି ମାଛ ମିଳିଥିଲା। ଏହି ମାଛ ବିଷାକ୍ତ ନୁହେଁ। ଅନ୍ତଃଜାତୀୟ ସାମୁଦ୍ରିକ ବିଜ୍ଞାନ ପତ୍ରିକାରେ ଏହା ପ୍ରକାଶିତ ହୋଇଛି।