ସୋର: ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ: ବିଭିନ୍ନ ବିଭାଗର କାର୍ଯ୍ୟକଳାପ ନେଇ ହେଲା ସମୀକ୍ଷା
Soro, Balasore | Oct 5, 2026 ଭୁବନେଶ୍ୱରରେ ଅନୁଷ୍ଠିତ ୧୨ତମ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେଲେ ସୋର ବିଧାୟକ ମାଧବ ଧଡା। ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ଓ ଅବକାରୀ ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ହୋଇଛି ଆଲୋଚନା। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଉପରେ ଦିଆଯାଇଛି ଗୁରୁତ୍ୱ।