Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ଧର୍ମଗଡ: ଧର୍ମଗଡ କଳାହାଣ୍ଡି ଉତ୍ସବ ଘୁମୁରା ଦ୍ଵିତୀୟ ସନ୍ଧ୍ୟା ରେ ବଳିୟୁଡ଼ ଓ ଅଳିୟୁଡ଼ କଳାକାର

Dharamgarh, Kalahandi | Jan 16, 2026
ଶୁକ୍ରବାର ଦ୍ଵିତୀୟ ସଂଧ୍ୟାରେ କଳାହାଣ୍ଡି ଉତ୍ସବ ଘୁମୁରା କାର୍ଯ୍ୟକ୍ରମ ରେ ଧର୍ମଗଡ଼ ଉପଜିଲ୍ଲାପାଳ ତଥା ଉତ୍ସବ କମିଟିର ଅଧ୍ୟକ୍ଷା ପ୍ରେକ୍ଷା ଅଗ୍ରୱାଲଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପାଓ୍ଵାର ସଚିନ ପ୍ରକାଶ, ସମ୍ମାନିତଭାବରେ କଳାହାଣ୍ଡି ପୋଲିସ ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା, ଉତ୍ତର ବନଖଣ୍ଡ ଡିଏଫଓ ରମେଶ କୁମାର ବିଷ୍ନୋଇ,ସମେତ ଅନ୍ୟାନ୍ୟ ଅତିଥି ମଞ୍ଚାସିନ ହୋଇଥିଲେ।

MORE NEWS