ଜଟଣୀ: ଏମ୍ସ ହସ୍ପିଟାଲ ସମ୍ମୁଖରେ ନିମାପଡା ପୀଡିତା ଛାତ୍ରୀଙ୍କୁ ନ୍ୟାୟ ଦେବା ନେଇ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଧାରଣା ଅନୁଷ୍ଠିତ
Jatani, Khordha | Jul 19, 2025 ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏମ୍ସ ହସ୍ପିଟାଲ ସମ୍ମୁଖରେ ନିମାପଡା ପୀଡିତା ଛାତ୍ରୀଙ୍କୁ ନ୍ୟାୟ ଦେବା ନେଇ ଜଟଣୀ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଧାରଣା ଓ ଶାନ୍ତିପୂର୍ଣ ଆନ୍ଦୋଳନ ଅନୁଷ୍ଠିତ | ଏହି କାର୍ଯ୍ୟକ୍ରମ ଆଜି ଅପରାହ୍ନ ସାଢେ 5 ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଥିଲା |