ଜଟଣୀ: ପୌର କାର୍ଯ୍ୟାଳୟରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ବିଭିନ୍ନ ସମସ୍ୟାର ସମାଧାନ ନେଇ ଉପାଧ୍ୟକ୍ଷା ଓ କାଉନସିଲରଙ୍କ ଆଲୋଚନା
Jatani, Khordha | Jul 18, 2025 ଜଟଣୀ ପୌର କାର୍ଯ୍ୟାଳୟରେ ନୂତନ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ବିଭିନ୍ନ ସମସ୍ୟା ସମାଧାନ ନେଇ ପୌର ଉପାଧ୍ୟକ୍ଷା ଓ କାଉନସିଲର ମାନେ ଆଲୋଚନା କରିଛନ୍ତି | ଏହି ଆଜି ଅପରାହ୍ନ 5 ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଥିଲା |