Public App Logo
Jansamasya
Rahulgandhi
Haryana
Uttarpradesh
Jdu
Sambalpur
Cyclone
Bareilly
Bcci
Agra
Breaking
Aimim
Railway
Bsf
Meerut
Raebareli
Rain
Kashmir
���ाकिस्तान
Trending
���िवाद
Bengal
���खिलेश
���ारतीय
���ोगी_आदित्यनाथ
Faridabad
Arvindkejriwal
Jajpur
���ोधपुर
Nagaur

ଜଟଣୀ: ଓଡ଼ିଶା ବନ୍ଦ ନେଇ ରାମଚନ୍ଦ୍ରପୁର ଠାରେ ସନ୍ତୋଷ ଜେନା ଓ ଅଶୋକ ମଙ୍ଗରାଜ ରଖିଲେ ପ୍ରତିକ୍ରିୟା

Jatani, Khordha | Jul 17, 2025
ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଜି ସାରା ରାଜ୍ୟରେ କଂଗ୍ରେସ ଓ ବାମ ଦଳ ଇତ୍ୟାଦିଙ୍କ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆ ଯାଇଥିଲା.. ତେବେ ଜଟଣୀରେ ଏହି ବନ୍ଦର ଜବରଦସ୍ତ ପ୍ରଭାବ ଦେଖିବାକୁ ମିଳିଥିଲା.. ଜଟଣୀରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏବଂ ଦୋକାନ ବଜାର ବନ୍ଦ ରହିଥିବାର ଦେଖିବାକୁ ମିଳିଥିଲା..ଗତ ନିର୍ବାଚନର ଜଟଣୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଡକ୍ଟର ସନ୍ତୋଷ ଜେନା, ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ ପ୍ରତିକ୍ରିୟା ରଖିଛନ୍ତି |