ଦେବଗଡ: ଦେବଗଡ଼: ସଙ୍ଘାପଶି ଗାଁରେ 16 ଟିକିଆ ହାତୀପଲଙ୍କ ଆତଙ୍କ, ନଷ୍ଟ ହେଲା ଧାନ ଫସଲ
ଦେବଗଡ଼ ଜିଲ୍ଲା ସଙ୍ଘାପଶି ଗାଁରେ ୧୬ ଟିକିଆ ହାତୀପଲଙ୍କ ଉତ୍ପାତ। ଚାଷ ଜମିରେ ପଶି ଏକର ଏକର ଧାନ ଫସଲ ନଷ୍ଟ କଲେ ହାତୀ। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ, ବନ ବିଭାଗ ପକ୍ଷରୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି।