ପିଡିତା କୁନି ଓ ପରିବାର ସହ ଆଇ.ଆଇ.ସି ଓ ତାଙ୍କ ସ୍ତ୍ରୀଙ୍କ କଥାବାର୍ତ୍ତା, ନ୍ୟାୟ ଦେବାକୁ ପ୍ରତିଶୃତି ଦେଇ ବାନ୍ଧି ଜେଲ ପଠାଇଲେ । ଜେଲ ଯିବା ପୁର୍ବର ଫୋନ ରେକର୍ଡ । ଆଇ.ଆଇ.ସି ଓ ତାଙ୍କ ସ୍ତ୍ରୀ କୁନିକୁ କାହିଁକି ଡରୁଛନ୍ତି । ଆ.ଆଇ.ସିଙ୍କ ସ୍ତ୍ରୀ ନିଜେ କହୁଛନ୍ତି ମତେ ବିଷ ଟିକେ ଦେଇଦେବ ! SDPO ହିଁ ଏମିତି କରିଥିଲେ ....
#exclusivenews #swabhimaniodia #viralaudio
Cuttack M Corp PS, Cuttack | Jun 16, 2026