ପୁଣି ଉଠିଲା ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରସଙ୍ଗ । ଜିଲ୍ଲା ମହୋତ୍ସବ ର ଶେଷ ଦିନରେ କରାହେବ ବିରୋଧ ଚେତାବନୀ ଦେଲା ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ମିଳିତ କ୍ରିୟାନୁଷ୍ଠାନ କମିଟି ଗତ ବର୍ଷ ଜିଲ୍ଲା ମହୋତ୍ସବ ମଣ୍ଡେଇ ରେ ଅତିଥି ରୂପେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଉ ମଣ୍ଡେଇ ମଞ୍ଚ ରେ ଜିଲ୍ଲା ଭିତ୍ତିକ ନିଯୁକ୍ତି କୁ ଅତିଶୀଘ୍ର କାର୍ଯ୍ୟକାରୀ କରାଯିବା ନେଇ ମତ ରଖିଥିଲେ, ବର୍ଷେ ପରେ ମଧ୍ୟ ପୂରଣ ହେଇ ପାରିଲା ନାହି ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିଶୃତି