ସୁନ୍ଦରଗଡ ସହର: ପୋଡ଼ ବାହାଲ ନିକଟରେ ଠିଆ ହୋଇଥିବା ଏକ ଗାଡ଼ିକୁ ପଛ ପଟୁ ପିଟି ହୋଇ ବାଇକ ଆରୋହୀ ଗୁରୁତର
ଆଜି ନଭେମ୍ୱର 28 ତାରିଖ ଶୁକ୍ରବାର ରାତି 8:45 ପାଖାପାଖି ସମୟରେ ଘଟିଛି ଏହି ଦୁର୍ଘଟଣା। ଭଷ୍ମା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେ ର ପୋଡ଼ ବାହାଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ଝାରସୁଗୁଡ଼ା ପଟୁ ସୁନ୍ଦରଗଡ଼ ଅଭିମୁଖେ ଆସୁଥିବା OD -23A-4155 ନମ୍ବର ବିଶିଷ୍ଟ ବାଇକ୍ ଆରୋହୀ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି । କ୍ଷୀପ୍ର ଗତି ରେ ଆସି ଠିଆ ହୋଇ ରହିଥିବା ଏକ ଭାରି ଯାନ ର ପଛ ପଟେ ପିଟି ହୋଇ ସେ ଗୁରୁତର ହୋଇଛନ୍ତି। ଗାଡ଼ି ଧକ୍କାର ଶବ୍ଦ ଶୁଣି କେତେକ ସ୍ଥାନୀୟ ଦୋକାନୀ ଘଟଣା ସ୍ଥଳରେ ପହଞ୍ଚି L & T ରେସ୍କ୍ୟୁ ଟିମ୍ କୁ ଅବଗତ କରିବା ପରେ L &T ରେସ୍କ୍ୟୁ ଟିମ ଘଟଣା ସ୍ଥଳରେ ପହଞ୍