ଆସନ୍ତା କାଲି କୋରାପୁଟ ଆଦିବାସୀ ଲୋକ ମହୋତ୍ସବ ପରବ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ କୁଟନିପଦର ଶୈବ ମନ୍ଦିରରୁ ଶୁଭାରମ୍ଭ ହେବାକୁ ଯାଉଛି ଏନେଇ ଆଜି ଦିନ ୨ଟା ସମୟରେ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ମୁନସିପାଲଟି ଚେୟାରମେନ ଲଲାଟ ରଞ୍ଜନ ସେଠୀ। ମୁନସିପାଲଟି ସ୍ତରୀୟ ପରବ ମହୋତ୍ସବ ପାଳନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା କାଲି ଅଧିକରୁ ଅଧିକ ଲୋକଙ୍କୁ ଯୋଗଦେବାକୁ ଅନୁରୋଧ କରିଛନ୍ତି।