ଭୁବନେଶ୍ୱରରୁ ଆସିଥିବା ପଞ୍ଚାୟତିରାଜ ବିଭାଗର ଉଚ୍ଚସ୍ତରୀୟ ଟିମ ସୋମବାର ଅପରାହ୍ନ ଦୁଇଟାରେ ବେତନଟୀ ବଙ୍ଗଳାଛକ ଉପକଣ୍ଠ ସତସଙ୍ଗ ବିହାର ଠାରେ ପୋଖରୀର ଉନ୍ନତିକରଣ ପୂର୍ବକ ଆଦର୍ଶ ଉଦ୍ୟାନ ଏବଂ ପୁରୁଣିଆ ସ୍ଥିତ ଫୁଡପାର୍କ ପରିଦର୍ଶନ କରିଥିବା ବେଳେ ଏହି ଅବସରରେ ଯୋଗଦେଇଥିବା ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳିଙ୍କ ସହିତ ଆଲୋଚନା କରିଛନ୍ତି l