ପାଟଣାଗଡ: ରମାଇ ହାଇସ୍କୁଲ ପଡିଆରେ ଏକତା ପଦଯାତ୍ରା ଯୋଗ ଦେଲେ ଲୋକ ସଭା ସାଂସଦ ଏବଂ ରାଜ୍ୟ ସଭା ସଂସଦ
ସର୍ଦ୍ଦାରପଟେଲ ଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ମଙ୍ଗଳବାର ମଧ୍ୟାହ୍ନରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ରମାଇ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଏହି ପଦଯାତ୍ରା ଉତ୍ସବ ରେ ଲୋକ ସଭା ସାଂସଦ ଶ୍ରୀ ମତି ସଙ୍ଗୀତା କୁମାରୀ ସିଂ ଦେଓ ଏବଂ ରାଜ୍ୟ ସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଯୋଗ ଦେଇଥିଲେ ।