Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଯାଜପୁର: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ଟାଉନ ସ୍ଥିତ ଏନ.ସି କଲେଜ ପଡିଆରେ ମିନି ମାରାଥନ ଉତ୍ସବ ଅନୁଷ୍ଠିତ

Jajapur, Jajpur | Sep 21, 2025
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ଟାଉନ ସ୍ଥିତ ସ୍ଥିତ ଏନ.ସି କଲେଜ ପଡିଆରେ ମିନି ମାରାଥନ ଉତ୍ସବ ଅନୁଷ୍ଠିତ l ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକଙ୍କ ନେତୃତ୍ୱରେ ଆୟୋଜିତ ମାରାଥନ କାର୍ଯ୍ୟକ୍ରମରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଅତିଥିଭାବେ ଯୋଗଦେଇ ପତକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ଅବସରରେ ଏହି ମାରାଥନ ଏନ.ସି ହାଇସ୍କୁଲ ଖେଳ ପଡିଆରୁ ବାହାରି ପୁରା ସହର ପରିକ୍ରମା କରି କୁସୁମା ପଡିଆରେ ପହଂଚିଥିଲେ l

MORE NEWS