ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁନିଆପାଳି ନିକଟସ୍ଥ ସୁକନ୍ତେଲ ନଦୀ ପଠାରୁ ନର କଙ୍କାଳ ଠାବ ଶନିବାର ହୋଇ ଥିଲା ।ସଦର ପୋଲିସ ମଧ୍ୟାହ୍ନରେ ତାକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।ଉକ୍ତ ନର କଙ୍କାଳ ଲରମ୍ଭା ଥାନା ଅନ୍ତର୍ଗତ ଫଟାମୁଣ୍ତା ର ପ୍ରସାନ୍ତ ଡୁଡୁକା ର ହୋଇ ଥିବାର ଅନୁମାନ କରାଯାଉଛି ।ସେ ଗ୍ରାମ ନିକଟରେ ଥିବା ସୁକନ୍ତେଲ ନଦୀ କୁ ଗତ ସେପ୍ଟେମ୍ବର ମାସ ର ୨୧ତାରିଖରେ ଗାଧେଇବା ପାଇଁ ଯାଇ ଭାସି ଯାଇଥିଲା