କୋରାପୁଟ ସହର: ସେମିଳିଗୁଡା ବ୍ଳକ ରାଜୁପୁଟ ପଞ୍ଚାୟତ ମିଲେଟ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ଆରଡିସି
ରାଜପୁଟ ମିଲେଟ ପ୍ରକ୍ରିୟା କରଣ ୟୁନିଟ ପରିଦର୍ଶନ କରି ପରିଚାଳନା ଦାୟୀତ୍ବରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଙ୍କ ସହିତ ଆଲୋଚନା କରିଥିଲେ ଆରଡିସି। ଶନିବାର ଦିନ ୧୨ଘଣ୍ଟା ସମୟରେ ମିଲେଟ ରେ ପ୍ରସ୍ତୁତି ବିଭିନ୍ନ ଖାଦ୍ୟ ୟୁନିଟର ପ୍ରସ୍ତୁତି ପ୍ରଣାଳୀ ବୁଲି ଦେଖିଥିଲେ। ଅତ୍ୟାଧୁନିକ ଜ୍ଞାନ କୌଶଳ ରେ ମହିଳା ଗୋଷ୍ଠି ମିଲେଟ ପ୍ରକ୍ରିୟା କରଣ ୟୁନିଟ ପରିଚାଳନା କରୁଥିବାରୁ ପ୍ରଶଂସା କରିଥିଲେ। ମହିଳା ଙ୍କ ଦ୍ଵାରା ପ୍ରସ୍ତୁତି ହେଇଥିବା ମାଣ୍ଡିଆ ଲଡ଼ୁ ର ସ୍ୱାଦ ଚାଖିଥିଲେ। ଏବଂ ପ୍ରକ୍ରିୟା ୟୁନିଟ ଆବଶ୍ୟକତା ପଚାରି ବୁଝିଥିଲେ।